କୋରାପୁଟରେ ୪ କିଲୋମିଟର ପାହାଡିଆ ରାସ୍ତାରେ ଭାରରେ ବୁହା ହେଲେ ପ୍ରସୂତି

ଜୟପୁର: ପୁଣି ଭାରରେ ବୁହା ହେଲେ ରୋଗୀ। ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ଭାରରେ ବୋହି ଡାକ୍ତରଖାନା ନେଲେ ପରିବାରବର୍ଗ। ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ରଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ପାହାଡିଆ ଗାଁ ରାମଗଡ ଗାଁରେ। ଏହି ଗାଁର ଜଗବଂଧୁ ମୁଦିଲିଙ୍କ ପତ୍ନୀ କଳାବତୀ ମୁଦୁଲି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲା ବେଳେ ଆଜି ପରିବାରବର୍ଗ ତାଙ୍କୁ ଭାରରେ ହସ୍‌ପିଟାଲକୁ ତଳକୁ ଆଣିଥିଲେ। ଗୋଟିଏ … Continue reading କୋରାପୁଟରେ ୪ କିଲୋମିଟର ପାହାଡିଆ ରାସ୍ତାରେ ଭାରରେ ବୁହା ହେଲେ ପ୍ରସୂତି